ବିପଦରେ ଐତିହାସିକ କିର୍ତ୍ତୀରାଜି : ସଂସ୍କୃତି ବିଭାଗ ଓ ସରକାର ନିରବଦ୍ରଷ୍ଟା

ଘରୋଇ କବ୍‌ଜାରେ ପାଣ୍ଡରା ସତରନଳା ଭୁବନେଶ୍ବର: ଐତିହାସିକ ପାଣ୍ଡରା ସତରନଳା ଏବେ ଘରୋଇ କବ୍‌ଜାକୁ ଚାଲିଯିବାକୁ ବସିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ରାଜଧାନୀର ଏହି ପ୍ରାଚୀନ କୀର୍ତ୍ତିରାଜିକୁ ଅସାମାଜିକ ବ୍ୟକ୍ତିମାନେ ଜବରଦଖଲ କରିବାକୁ ବସିଛନ୍ତି। ତୁରନ୍ତ ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନ ନେଲେ, ଏହି ଐତିହାସିକ କୀର୍ତ୍ତିରାଜି ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ଗବେଷକମାନେ ଏହାର ସୁରକ୍ଷା ପାଇଁ ଦାବି … Continue reading ବିପଦରେ ଐତିହାସିକ କିର୍ତ୍ତୀରାଜି : ସଂସ୍କୃତି ବିଭାଗ ଓ ସରକାର ନିରବଦ୍ରଷ୍ଟା